*ବିହାର ସରକାର ଙ୍କ ମୁଖ୍ୟମନ୍ତ୍ରୀ ରୂପେ ନୀତିଶ କୁମାର ଙ୍କ ପଦ ଓ ମର୍ଯ୍ୟାଦା ର ଶପଥ, ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ*
ନୂଆପଡା(ମିଖାଏଲ ନନ୍ଦ)
ବିହାର ସରକାର ଙ୍କ ମୁଖ୍ୟମନ୍ତ୍ରୀ ରୂପେ ନୀତିଶ କୁମାର ଙ୍କ ପଦ ଓ ମର୍ଯ୍ୟାଦା ର ଶପଥ, ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ କରିଛନ୍ତି। ବିହାର ର ପାଟନା ଗାନ୍ଧୀ ପଡିଆ ଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହୋଇଥିଲେ।
