*ଖଇରା ପ୍ରାଥମିକ କୃଷି ସେବାସମବାୟ ସମିତି ର ସମ୍ପାଦକ ଫାଲ୍ଗୁନୀ ବେହେରା (ଜିତୁ)ଙ୍କ ପରଲୋକ*
ନୂଆପଡା(ମିଖାଏଲ ନନ୍ଦ)
,ଗତ ବିଳମ୍ବିତ ରାତ୍ରରେ ଫାଲ୍ଗୁନୀ ବେହେରା ଙ୍କର ସଡ଼କ ଦୁର୍ଘଟଣାରେ ନିଧନ ହୋଇଛି l ସେ ଖଇରା ସୋସାଇଟି ରେ ଦୀର୍ଘ ବର୍ଷଧରି କାର୍ଯ୍ୟରତ ଥଲେ, ସେ ଜଣେ ମେଳାପୀ ପ୍ରକୃତି ର ଲୋକ ହୋଇଥିବାରୁ ତାଙ୍କ ବିୟୋଗ ରେ ଖଇରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l
