*ନୂଆପଡ଼ା ଉପ ନିର୍ବାଚନ ଶେଷ ହୋଇଥିବା ବେଳେ ଫଳାଫଳ ଘୋଷଣା ହୋଇଅଛି। ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ରିର୍ଟଣ୍ଣୀ ଅଧିକାରୀ ଜୟ ଢୋଲକିଆ ଙ୍କୁ ନିର୍ବାଚନ ରେ ବିଜୟ ପ୍ରମାଣ ପତ୍ର ପ୍ରଦାନ**
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ଶେଷ ହୋଇଥିବା ବେଳେ ଫଳାଫଳ ଘୋଷଣା ହୋଇଅଛି। ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ରିର୍ଟଣ୍ଣୀ ଅଧିକାରୀ ଶୂର୍ମୀ ସୋରେନ ନିର୍ବାଚନ ରେ ବିଜୟ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ନିର୍ବାଚନର ଏହି ପ୍ରକ୍ରିୟା r ଅନ୍ତିମ ପର୍ଯ୍ୟାୟ ଅଟେ। ଏହି ପ୍ରମାଣ ପାତ୍ର ନେଇ ଜୟ ଢୋଲକିଆ ଭୁବନେଶ୍ୱର ଗସ୍ତ କରିଛନ୍ତି। ପ୍ରମାଣ ପତ୍ର ନେଇ ଦଳ ମୁଖ୍ୟମନ୍ତ୍ରୀ ଙ୍କ ଡାକରା ହୋଇଥିବା ବେଳେ ରାତ୍ର ୧୦ ଘଣ୍ଟା ସମୟରେ ଭୁବନେଶ୍ୱର ଗସ୍ତ କରିଛନ୍ତି। ଦଳୀୟ କାର୍ଯ୍ୟାଳୟ ଠାରେ ମଧ୍ୟ ବିଜୟ ଉତ୍ସବ ପାଳନ୍ ଦେବା ଅନୁମାନ ରହିଅଛି। ଆସନ୍ତା ଦିନ ରେ ବିଧାନସଭା ସଭାରେ ମଧ୍ୟ ଶପଥ ନେବେ।
