*ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ନେସନାଲ ହାଇସ୍କୁଲ ଠାରେ ତିନି ଗୋଟି ସକ୍ଷୀ ବୁଥ ରହିଅଛି। ସକ୍ଷୀ ବୁଥରେ ମହିଳା ପୋଲିଙ୍ଗ ଅଧିକାରୀ ପ୍ରିଜାଇଡିଙ୍ଗ ଅଧିକାରୀ ସହ ମହିଳା ସୁରକ୍ଷା କର୍ମୀ ନିୟୋଜିତ, ମହିଳା ଭୋଟର ସଂଖ୍ୟା ବୃଦ୍ଧି ନେଇ ଅନେକ ସାଜସଜ୍ଜା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ନେସନାଲ ହାଇସ୍କୁଲ ଠାରେ ତିନି ଗୋଟି ସକ୍ଷୀ ବୁଥ ରହିଅଛି। ସକ୍ଷୀ ବୁଥରେ ମହିଳା ପୋଲିଙ୍ଗ ଅଧିକାରୀ, ପ୍ରିଜାଇଡିଙ୍ଗ ଅଧିକାରୀ ସହ ମହିଳା ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। କାରଣ ମହିଳା ଭୋଟର ସଂଖ୍ୟା ବୃଦ୍ଧି ସହ ବିନା ଭୟରେ ମହିଳା ମାନେ ଯୋଗ ଦେଇ ମତଦାନ କରିବା କୁ ଆହ୍ବାନ ମାତ୍ର ଅଟେ। ନୂଆପଡ଼ା ବୁଥ ନମ୍ୱର୍ ୧୨୧, ଓ ୧୨୭ ସକ୍ଷୀ ବୁଥ ହୋଇଅଛି। ଏହି ବୁଥରେ ଅନେକ ପ୍ରକାଶ ସାଜସଜ୍ଜା ହୋଇଥିବା ବେଳେ ସେଲ୍ଫି କେନ୍ଦ୍ର ରହିଅଛି ଗଣତନ୍ତ୍ର ର ସଜାଗ ପ୍ରହରୀ ହୋଇଥିବା ବେଳେ ଭୋଟ ଦେଇ ନିଜେ ଗର୍ବିତ ଥିବା ପ୍ରକାଶ କରିଛନ୍ତି।
