*ନୂଆପଡା ଉପ ନିର୍ବାଚନ ରେ ବୟସ୍କ ମହିଳା ଏବଂ ଦିବ୍ୟାଙ୍ଗ ଭୋଟର କୁ ନେବା ଆଣିବା ପାଇଁ ନିର୍ବାଚନ ଅଧିକାରୀ ଙ୍କ ପକ୍ଷ ରୁ ଅଟୋ ବ୍ୟବସ୍ଥା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ରେ ବୟସ୍କ ମହିଳା ଏବଂ ଦିବ୍ୟାଙ୍ଗ ଭୋଟର କୁ ନେବା ଆଣିବା ପାଇଁ ନିର୍ବାଚନ ଅଧିକାରୀ ଙ୍କ ପକ୍ଷ ରୁ ଅଟୋ ବ୍ୟବସ୍ଥା କରିଛନ୍ତି। ବୟସ୍କ ମତଦାତା ଏବଂ ଦିବ୍ୟାଙ୍ଗ ଭୋଟର ମାନେ ଆସି ମତଦାନ କେନ୍ଦ୍ର ରେ ସହଜ ଏବଂ ସରଳ ଭାବରେ ମତଦାନ କରି ଘରକୁ ଫେରିବା ପାଇଁ ସ୍ଵତନ୍ତ୍ର ଅଟୋ ବ୍ୟବସ୍ଥା କରିଛନ୍ତି। ନୂଆପଡ଼ା ସଦର ବ୍ଲକ୍ ଅନ୍ତର୍ଗତ ୧୨୦, ୧୧୭ ଏବଂ ୧୧୮ ବୁଥ ନମ୍ୱର୍ ରୁ ଭୋଟର ଙ୍କୁ ମତଦାନ ପରେ ଘର କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
