ଜିଲ୍ଳାସ୍ତରୀୟ ଖେଳକୁଦ ପ୍ରତିଯୋଗିତା
ଭାରତ ସରକରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତ ଓ ବାପୁଜୀ ୟୁଥ୍ କ୍ଲବ ବଲାସୀଙ୍ଗ ମିଲିତି ଆନୁକୁଲ୍ୟରେ boudh ବ୍ଳକ୍ ବଲାସୀଙ୍ଗ ଖେଳ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ
ହଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମେରା ଯୁବା ଭାରତର ଆସ୍ମନ୍ ମହାକୁଡ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ
ଅତିଥି ଭାବେ ବୌଦ MLA ଙ୍କ ପ୍ରତିନିଧି ସୁଶାନ୍ତ କୁମାର୍ ପ୍ରଧାନ, ଗନ୍ଧରାଡ଼ି FPO କମିଟି ମେମ୍ବର BC keshan ପ୍ରଧାନ, ଯୁବ ଗବେଷକ ତଥା ମିଡ଼ିଆ ଭାଇ ପାନିନି ମିଶ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l
ଆଜିର ଫାଇନାଲ ଫୁଟବଲ ପ୍ରତିଯୋଗିତାରେ ଗିରସୀଙ୍ଗ ମାହେଶ୍ଵରୀ green କ୍ଲବ ଓ ମୂର୍ଶୁଣ୍ଡି କ୍ଲବ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଗୀରସୀଙ୍ଗ green କ୍ଲବ winner ହୋଇଥିଲେ ଓ muraundhi କ୍ଲବ runners ହୋଇଥିଲେ l
l ଆଜିର ପ୍ରତିଯୋଗିତାରେ ଗରିବ ବେହେରା, ମାନଭଞ୍ଜନ ମହାରଣା, ଅମିତ୍ ନୟକ୍, ବଳରାମ ବେହେରା, ଚନ୍ଦନ ମହାରଣା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l
କୃତି ପ୍ରତିଯୋଗ ଙ୍କୁ ମୁଖ୍ୟ ଅତିଥି ଟ୍ରଫି ସହ ସାର୍ଟିପିକେଟ ପ୍ରଦାନ କରିଥିଲେ l ଏଥିରେ ବାପୁଜୀ ୟୁଥ୍ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ…
