*ନୂଆପଡା ପୋଲିସ ପକ୍ଷ ରୁ ଉପ ନିର୍ବାଚନ ନେଇ କଣ୍ଟ୍ରୋଲ ରୁମ ରହିଥିବା ବେଳ ଦୁଇ ଗୋଟି ମୋବାଇଲ୍ ନମ୍ୱର୍ ଜାରି କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ଉପ ନିର୍ବାଚନ ନେଇ କଣ୍ଟ୍ରୋଲ ରୁମ ରହିଥିବା ବେଳ ଦୁଇ ଗୋଟି ମୋବାଇଲ୍ ନମ୍ୱର୍ ଜାରି କରିଛନ୍ତି। ନୂଆପଡ଼ା ପୋଲିସ ଉପ ନିର୍ବାଚନ ବେଳେ ପୂର୍ଣ୍ଣ ମାତ୍ରା ରେ ସଜାଗ ରହିଛନ୍ତି। ନିର୍ବାଚନ ରେ କୌଣସି ରକମ୍ ରେ ଅବାଧ ଏବଂ ମୁକ୍ତ, ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ କୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ୯୪୩୮୯୧୬୯୪୭ ଏବଂ ୯୪୩୮୯୧୬୮୬୨ ନମ୍ୱର୍ ରେ ଯୋଗ ଯୋଗ କରିପାରିବେ। ଏହି ଦୁଇ ନମ୍ୱର୍ ରେ କୌଣସି ପ୍ରକାର ଉପ ନିର୍ବାଚନ ଆଇନ ସଙ୍ଗତ ନୁହେଁ ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ
