*ନୂଆପଡା ଉପ ନିର୍ବାଚନ କଂଗ୍ରେସ ପକ୍ଷ ରୁ ଖୁଣ୍ଟିଆ ଭବନ ରେ ସାମ୍ବାଦିକ ସମ୍ମିଳନୀ, ଦଳୀୟ ପ୍ରାର୍ଥୀ ବିଜୟୀ ନେଇ ଦୃଢ଼ ଆଶାବାଦୀ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ କଂଗ୍ରେସ ପକ୍ଷ ରୁ ଖୁଣ୍ଟିଆ ଭବନ ରେ ସାମ୍ବାଦିକ ସମ୍ମିଳନୀ, ଦଳୀୟ ପ୍ରାର୍ଥୀ ବିଜୟୀ ନେଇ ଦୃଢ଼ ଆଶାବାଦୀ ବୋଲି ପ୍ରକ୍ଷ କରିଛନ୍ତି। ଘାସିରାମ ମାଝୀ ମାଟିର ପ୍ରାର୍ଥୀ ସେ ଉପଯୁକ୍ତ ପ୍ରାର୍ଥୀ ଅଟନ୍ତି। ସେ ଦିଯାର୍ଭ ପ୍ରାର୍ଥୀ ସେ ରିଜର୍ଭ ପ୍ରାର୍ଥୀ ନୁହ। ଜିତେଇବା କ୍ଷମତା ଆମ ନାହିଁ। ଭୋଟ ମାନଙ୍କ ଜିତାଇବା କ୍ଷମତା ଥିବା ବେଳେ ନିଶ୍ଚିତ ଘାସିରାମ ମାଝୀ ଜିତିବ ବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀ ରେ ନୂଆପଡା ଉପ ନିର୍ବାଚନ ରେ କଂଗ୍ରେସ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ,କରି ବିଜେଡି ଓ ବିଜେପି ଅଭୋଷିତ୍ ମେଣ୍ଟ ହୋଇଅଛି ବୋଲି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗରଧାରି ଗମାଙ୍ଗ, କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ବଦ୍ରି ନାରାୟଣ ଦାସ, ସମ୍ପାଦକ ସୁରେଶ ପାଣିଗ୍ରାହୀ,
