*ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଖୁଣ୍ଟିଆ ଭବନ ଠାରେ ଜାତୀୟ କଂଗ୍ରେସ୍ ରାଜ୍ୟ ପ୍ରଭାରୀ ଜୟ କୁମାର ଲଲୁ ଏକ ସାମ୍ବାଦିକ ସମ୍ମିଳନୀ, ବିଜେଡି ବିଜେପି ଗୋଟି ମୁଦ୍ରାର ଦୁଇ ପାର୍ଶ୍ଵ, ଉଭୟ ସରକାର ମଧ୍ୟରେ ଚୁକ୍ତି ଥିବା ପ୍ରକାଶ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଖୁଣ୍ଟିଆ ଭବନ ଠାରେ ଜାତୀୟ କଂଗ୍ରେସ୍ ରାଜ୍ୟ ପ୍ରଭାରୀ ଜୟ କୁମାର ଲଲୁ ଏକ ସାମ୍ବାଦିକ ସମ୍ମିଳନୀ, ବିଜେଡି ବିଜେପି ଗୋଟି ମୁଦ୍ରାର ଦୁଇ ପାର୍ଶ୍ଵ, ଉଭୟ ସରକାର ମଧ୍ୟରେ ଚୁକ୍ତି ଥିବା ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲା ରେପନି ଜଳ ସମସ୍ୟା, ପାନୀୟ ଜଳ ରେ ଫ୍ଲୋରାଇଡ ମିଶ୍ରିତ ଥିବାରୁ ଫ୍ଲୋରୋଷିଶି ରୋଗରେ ଲୋକ ପୀଡ଼ିତ ଥିବା, ଜଳ ସେଚନ ଅସୁବିଧା, ଜାତୀୟ ଜନଗଣନା, ପଛୁଆ ବର୍ଗକ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ କହିଲେ ଚାଲେ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା କଂଗ୍ରେସ୍ ମିଡ଼ିଆ ସେଲ ସୁଧୀର ମିଶ୍ର, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ହମିଦ ହୁସେନ, ସହ ବରିଷ୍ଠ ସି ଏଲ୍ ପି ନେତା ରାମ ଚନ୍ଦ୍ର କଦମ, ଫାରୁକ୍ ମହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ।
