*ନୂଆପଡା ଉପ ନିର୍ବାଚନ ପ୍ରଚାର ବ୍ୟାପକ ହେଉଥିବା ବେଳେ ତିନି ରାଜନୀତି ଦଳ ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ସରଗରମ କରିଛନ୍ତି*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପ୍ରଚାର ବ୍ୟାପକ ହେଉଥିବା ବେଳେ ତିନି ରାଜନୀତି ଦଳ ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ସରଗରମ କରିଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷ ରୁ ନିର୍ବାଚନ ପ୍ରଚାର କରୁଥିବା ବେଳେ ଆଜି ଯୁବ ଗୋଷ୍ଠୀଙ୍କ ବାଇକ ରେଲି ଅନୁଷ୍ଠିତ ହୋଇଥିଲା। ଖରୀଆର ରୋଡ ଏନ୍ ଏ ସି ଠାରୁ ନୂଆପଡା ନି ଏନ୍ ଏ ସି ପର୍ଯ୍ୟନ୍ତ ବାଇକ ରେଲି ଅନୁଷ୍ଠିତ ହୋଇଥିଲା ରାଜ୍ୟ ଯୁବ ଭାରତୀୟ ଜନତା ଦଳ ବହୁ କର୍ମୀ ମାନେ ଯୋଗ ଦେଇଥିଲେ। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ବିଜେପି ବିଜୟୀ ହେବା ସୁନିଶ୍ଚି ହୋଇଅଛି। ଚାଷୀ ଭୋଟ ଦେବେ ଧାନର ସହାୟକ ମୂଲ୍ୟ ପାଇଛନ୍ତି। ସେହିପରି ସୁଭଦ୍ରା ମାଁ ମହିଳା ମାନେ ମଧ୍ୟ ସରକାର ସପକ୍ଷ ରେ ଭୋଟ ଦେବେ, ଦୁଇଟି ଏନ୍ ଏ ସି, ଗୋଟିଏ ମୁନ୍ୟସିପାର୍ଲିଟ, ନୂଆପଡ଼ା ବିକାଶ ପାଇ ୧୧ ଶହ ୧ କୋଟି ଆର୍ଥିକ ସହଯୋଗ ସାଙ୍ଗକୁ ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନା ସପକ୍ଷରେ ମାଟ ଦେବେ ବୋଲି କହିଛନ୍ତି।
