*ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଦଳୀୟ କର୍ମୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ଆଲୋଚନା, ଆଜି ରାତ୍ରି ଜାପାନ ନେଇ ସୂଚନା, ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ରେ ଅନେକ ପରିବର୍ତ୍ତନ ଭୁବନେଶ୍ୱର କୁ ଫେଇବା କାର୍ଯ୍ୟକ୍ରମ ବାତିଲ, ରାତ୍ରି ଯାପନ କରିବା ନିଷ୍ପତ୍ତି*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଦଳୀୟ କର୍ମୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି, ଆଜି ରାତ୍ରି ଜାପାନ ନେଇ ସୂଚନା ଥିବା ବେଳେ ବର୍ତ୍ତମାନ ତାଙ୍କ କାର୍କେଟ ବିଜେପି କାର୍ଯ୍ୟାଳୟ ରେ ରହିଅଛି। ସ୍ବତନ୍ତ୍ର ପ୍ଲେନ ପ୍ରତ୍ୟବ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ରେ ଅନେକ ପରିବର୍ତ୍ତନ ଭୁବନେଶ୍ୱର କୁ ଫେଇବା କାର୍ଯ୍ୟକ୍ରମ ବାତିଲ କରିଛନ୍ତି । ରାତ୍ରି ଯାପନ କରିବା ନିଷ୍ପତ୍ତି ନେଇଥିବା ବେଳେ ଦଳୀୟ କର୍ମୀ ସହ ଆଲୋଚନା କରିବେ। ରାତ୍ରି ରେ ପ୍ଲେନ ପ୍ରତ୍ୟାବର୍ତ୍ତନ କରି ପାରିବ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିଛନ୍ତି। ତାଙ୍କ ସହ ଦଳୀୟ ତୁଙ୍ଗ ନେତା ମାନେ ରହିଛନ୍ତି। ରାଷ୍ଟ୍ରୀୟ ପ୍ରବକ୍ତା ବିଜୟ ପାଲ ସିଂ ତୋମର
ନୂଆପଡ଼ା ଠାରୁ ଆସନ୍ତା କାଲି ବିହାର ପାଟନା ନିର୍ବାଚନ ପ୍ରଚାର ରେ ଯିବା କାର୍ଯ୍ୟକ୍ରମ ରହିଅଛି।
