*ନୂଆପଡା ଉପ ନିର୍ବାଚନ ରେ ବିଜେଡି ଖେଳିଲା ମହିଳା କାର୍ଡ, ପୂର୍ବତନ ମନ୍ତ୍ରୀ ସ୍ନିହାଙ୍ଗିନି ଛୁରିଆ ହେଲେ ବିଜେଡି ପ୍ରାର୍ଥୀ। ବାହାର ପ୍ରାର୍ଥୀ ଉପରେ ଆସ୍ଥା ପ୍ରକଟ କଲେ ନବୀନ ପଟ୍ଟନାୟକ୍* ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଉପ ନିର୍ବାଚନ ରେ ବିଜେଡି ଖେଳିଲା ମହିଳା କାର୍ଡ, ପୂର୍ବତନ ମନ୍ତ୍ରୀ ସ୍ନିହାଙ୍ଗିନି ଛୁରିଆ ହେଲେ ବିଜେଡି ପ୍ରାର୍ଥୀ। ବାହାର ପ୍ରାର୍ଥୀ ଉପରେ ଆସ୍ଥା ପ୍ରକଟ କଲେ ନବୀନ ପଟ୍ଟନାୟକ୍। ଜିଲ୍ଲା ରେ ବିଜେଡି ମହଲ ଏବଂ କର୍ମୀ ମାନେ ନିଷ୍ଠାର ସହ କାର୍ଯ୍ୟ କରି ଦଳର ପ୍ରାର୍ଥୀଙ୍କୁ ବିଜୟ କରିବା ନେଇ ବିଭିନ୍ନ ରଣନୀତି କରିବା ସହ ନବୀନ ପଟ୍ଟନାୟକ ଙ୍କ ୨୪ ବର୍ଷ ରେ ନୂଆପଡ଼ା ବିକାଶ ନେଇ ଲୋକଙ୍କ ପାଖକୁ ଯିବେ। ସୁନାବେଡ଼ା କୁ ୩୦ କୋଟି ରେ ନିର୍ମିତ ସଡ଼କ ପର୍ଯ୍ୟଟନ ସ୍ଥଳୀର ବିକାଶ, ଗ୍ରାମାଞ୍ଚଳ ଏବଂ ସହତାଞ୍ଚଳ ବିକାଶ ଉପରେ ଲୋକଙ୍କ ଆସ୍ଥା ପ୍ରକଟ କରି ଦଳକୁ ବିଜୟ ହେବା ବୋଲି ବହୁ କର୍ମୀ ଏବଂ ନେତା ମାନେ ପ୍ରକାଶ କରିଛନ୍ତି।
