ଯାଜପୁର ଟାଉନ 1.ନମ୍ବର ୱାଡ଼ର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।
ବରାହନାଥ ଗ୍ରାମରେ ରେ ଘର ଭିତରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ଗଣେଶ ଚନ୍ଦ୍ର ଦୀକ୍ଷିତ ବୟସ 58 । କିଛି ଦିନ ହେବ ପାରିବାରିକ କଳିକୁ ନେଇ ନିଜ ଘର ଭିତରେ ଆତ୍ମହତ୍ୟା କରିଛି । ଗାଁ ଲୋକେ କହିବା ଅନୁଯାଇ କାଲି ରାତିରେ ଘରେ କିଛି କାଗଜ ପତ୍ର ଥିଲା ତାହାକୁ ରାତିରେ ଜଳାଇ ଦେଇଛି।ପଚାରିବାରୁ କିଛି କାମରେ ଆସୁନଥିଲା ବୋଲି ଜଳାଇଦଉଛି। ରାତି ୧୧ ପରେ ନିଜ ଶୋଇବା ଘରେ ରସି ଲଗାଇ ଆତ୍ମହତ୍ୟା କରିଛି ଗଣେଶ ଦୀକ୍ଷିତ। ସକାଳୁ ଯାଜପୁର ପୋଲିସ ଆସି ଶବ ଜବଦ କରି ତଦନ୍ତ କରୁଛି।
