ଫରେଷ୍ଟର ଙ୍କ ଅଭାବ ପଣିଆ ରୁ ଲୋକେ ଭୟଭୀତ
ଧର୍ମଶାଳା ବ୍ଳକ ଅନ୍ତର୍ଗତ ଗଡମଧୁପୁର ଫରେଷ୍ଟ ରେଞ୍ଜର ଅଫିସ୍ ଥିବା ବେଳେ ଲୋକଙ୍କର ଏକ ସାହାସ ହୋଇନାହିଁ ଏବଂ ତୁରଙ୍ଗ ଓ ମୁକୁନ୍ଦପୁର, ରଘୁନାଥପୁର ଏବଂ ଗୋଡିପାଟିଆ ରେ ଭାଲୁ ଆକ୍ରମଣରେ ଜଣେ ମୃତ ହୋଇଥିଲେ ଓ ମୁକୁନ୍ଦପୁର ରେ ଏକ ବୃଦ୍ଧି ଯିବି ମଣିଷଙ୍କୁ ଭାଲୁ ଆକ୍ରମଣରେ ଶିକାର ହେଉଥିବା ଏବଂ ଖୁଲମଖୁଲା ପଥର ମହରମ୍ ଚୋରି ହୋଇଛି ଏବଂ ଏହା ହେଉଛି ବନ ବିଭାଗ ର ସାହାସି କର୍ତା ଏଠି ବନ ବିଭାଗର ଅଧିକାରୀ ଙ୍କ ପାଖରେ କୋଣସି ଆକ୍ସନ୍ ରିପୋର୍ଟ ନାହିଁ ଏଥିମଧ୍ୟରେ ସାମ୍ବାଦିକଙ୍କୁ କି ଭଲି ଭାବରେ ବ୍ୟବହାର କରୁଛନ୍ତି ଭାଲୁ ଆତଙ୍କ ବିଷୟ ପଚାବାରୁ ଯାହା କରିବା କଥା କର ମୋର କିଛି ହବନି ମାନେ କଣ ଗଣତନ୍ତ୍ର କୁ ଖାତିରି ନାହିଁ ବାବୁଙ୍କର ମଦ ନିଶା ଟିକେ ଅଧିକ ହୋଇଯାଇଥିବା ଜଣାପଡୁଛି ଓ ନୀଜ କ୍ୟାଟର ଶୋଇବା ବେସି ପସନ୍ଦ କରନ୍ତି କିନ୍ତୁ ଷ୍ଟାଫ୍ କହିଛନ୍ତି ଯିଏବି ଆସିବ ତାକୁ କହିବେ ସାର୍ ନାହାଁନ୍ତି ବୋଲି ଏ କଣ ଭାବୁଛନ୍ତି ବନ ବିଭାଗ ଅଧିକାରୀ କିଛି ଜଣା ପଡୁନି ଲୋକ ମରନ୍ତୁ ମୁଁ ସୋଇବି ଭାଲୁ ଆକ୍ରମଣ ଓ ପଥର ଚୋରି ହୋଇଛି କିନ୍ତୁ ମୁଁ ଜାଣିନୀ ଏହା ଏକ ନିନ୍ଦନୀୟ ଘଟଣା ଏହା ମଧ୍ୟରେ ଜଣାପଡୁଛି ମାଫିଆ ଙ୍କ ସହ ହାତ ମିଳାଇଛନ୍ତି ଏବଂ ମଧୁଚଦ୍ରୀକା ଭାବ ଡୋରି ରେ ବନ୍ଧା ହୋଇଯାଇଛି ଏ ସଂପର୍କ ଏବଂ ଭାଲୁ କୁ ଧରିବା ଶିଖି ନାହାଁନ୍ତି ବୋଧେ ଏହା ସାଧାରଣ ରେ ବୋହୁ ବଡ ଚର୍ଚ୍ଚା ହେବାରେ ଲାଗିଛି ଧର୍ମଶାଳା ପ୍ରତିନିଧି କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
