ବଡ଼ କଲାକୋଟ ରେ ଜନାଲ ସ୍ତରୀୟ କ୍ରୀଡ଼ା ଓ ଚାମ୍ପିୟନସିପ ର ଆୟୋଜନ
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଲାକୋଟ ରେ ଆଜି ଜନାଲ ସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଛି ଉକ୍ତ ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣ ଚନ୍ଦ୍ର ମାଉଡ଼ି କ୍ରୀଡ଼ା ଉତ୍ସବ କୁ ଶୁଭଆରମ୍ଭ କରି ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଗଷ୍ଟି ଶିକ୍ଷା ଅଧିକାରୀ ଗୁମ୍ମା ବ୍ଲକ ର ଶ୍ରୀ ନୟନ ରଞ୍ଜନ ମଣ୍ଡଳ ମୁଖ୍ୟ ଅଥିତି ଭାବେ ଯଗ ଦେଲେ ଏହି କ୍ରୀଡ଼ା ଉତ୍ସର୍ବରେ 14,ରୁ 17 ବର୍ଷର ପିଲାମାନେ ଭାଗ ନେଇଥିଲେ ଗୁମ୍ମା ବ୍ଲକର କେତେକ ସରକାରୀ ସ୍କୁଲ ମାନଙ୍କୁ ନେଇ କ୍ରୀଡ଼ା ଓ ଚାମ୍ପିୟନସିପି ର ଆୟୋଜନ କରାଗଲା ଯଥା: ଓଡ଼ିଶା ଆଦର୍ଶ ସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ କେ.ସି.ପୁର, ସରକାରୀ ଉଚ୍ଚ ବିଦ୍ୟାଳୟ ବୁରୁଡିଙ୍ଗ, ଏଙ୍ଗେରଡ଼ା, ଅନୁକୂମ୍ବା, ଗୁମ୍ମା, ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ କଳାକୋଟ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ ଏହି ଛାତ୍ର ଛତ୍ରୀ ମାନଙ୍କୁ ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡ଼ା ଚାମ୍ପିୟନସିପ ରେ ଚୟନ କରାଗଲା ପରିଚାଳନା କରିଥିଲେ ବଡ଼ କଳାକୋଟ (ଏସଏସଡୀ ) ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଗଣ.
