ବ୍ରହ୍ମପୁର (ସୁରଜିତ ରାଉଳ) : ବିବେକାନନ୍ଦ ବାଲ୍ୟ ମନ୍ଦିର (ତ୍ରିନାଥ ନଗର)ଗୁରୁ ଦିବସ ଉତ୍ସବ ପାଳିତ ହୋଇଯାଇଛି। ଆୟୋଜନ ହୋଇଥିବା ଉତ୍ସବ ଛାତ୍ର ଛାତ୍ରୀ ବନ୍ଦନା ଗାନ ପୂର୍ବକ, ଗୁରୁଜୀ ଗୁରୁମାଙ୍କୁ ପୂଜନ ପରେ, ଆଣି ଥିବା ଉପହାର ପ୍ରଦାନ କରିଥିଲେ ଛାତ୍ର ଓ ଛାତ୍ରୀ। ଉତ୍ସବରେ ରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ କାଶୀ ନାଥ ପାଣିଗ୍ରାହି ଓ ସହ ପ୍ରଧାନ ଆଚାର୍ଯ୍ୟ ଗକୁଳ ଚନ୍ଦ୍ର ପାଣିଗ୍ରାହି ଯୋଗଦେଇ ଗୁରୁ ଦିବସ ଉତ୍ସବର ମୂଲ୍ୟବୋଧ ସମ୍ବନ୍ଧରେ କହିଥିଲେ ପ୍ରଧାନ ଆଚାର୍ଯ୍ୟ କାଶୀ ନାଥ ପାଣିଗ୍ରାହି ସଂଯୋଜନା ରେ କାର୍ଯ୍ୟକ୍ରମ ଚାଲିଥିଲା ରଶ୍ମିତା ବେହେରା ବୌଦ୍ଧିକ ପ୍ରଦାନ କରିଥିଲେ, ଗୁରୁଜୀ ଗକୁଳ ଚନ୍ଦ୍ର ପାଣିଗ୍ରାହି ଅତିଥି ପରିଚୟ ପ୍ରଦାନ କରିଥିଲେ ଚନ୍ଦ୍ର ଶେଖର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ଶିଶୁ ଭାଇଭଉଣୀ ମାନେ ଉତ୍ସାହିତ ହୋଇଥିବା ବେଳେ, ପରିଚାଳନା ସମିତି ତରଫରୁ ସମସ୍ତ ଆଚାର୍ଯ୍ୟ ସେବକ ସେବିକା ମାନଙ୍କୁ ଗଣବେଶ ପ୍ରଦାନ କରିଥିଲେ ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟ ସେବକ ସେବିକା ମାନଙ୍କୁ ଗଣବେଶ ପ୍ରଦାନ କରିଥିଲେ ସମସ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
