ନୂଆପଡା (ମିଖାଏଲ ନନ୍ଦ) : ଓଡ଼ିଶା ଆଇପିଏସ ସ୍ତରରେ ଅଦଳ ବଦଳ ହୋଇଅଛି। ନୂଆପଡ଼ାର ନୂତନ ଏସ ପି ରୂପେ ଅମୃତ ପାଲ ସିଂ ବଦଳି ହୋଇଥିବା ବେଳେ ନୂଆପଡ଼ା ଏସପି, ଜି. ଆର ରାଘବେନ୍ଦ୍ର ଝାରସୁଗୁଡ଼ା ନୂତନ ଏସପି ରୂପେ ବଦଳି ହୋଇଅଛି।* ନୂଆପଡ଼ା ଜିଲ୍ଲା ନୂତନ ପୋଲିସ ଆରକ୍ଷୀ ଅଧିକ୍ଷକ ରୂପେ ଅମୃତ ପାଲ ସିଂ ଙ୍କ ବଦଲୀ ହୋଇଅଛି। ଖୋର୍ଦ୍ଧା ଅତିରିକ୍ତ ଏସ ପି ରୂପେ ଅମୃତ ପାଲ ସିଂ ଦାୟିତ୍ୱରେ ଥିଲେ।
