ଯାଜପୁର/ବିଞ୍ଝାରପୁର (ଉତ୍ତମ କୁମାର ଦାସ) : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଧିନସ୍ତ ବରପଦା ପଞ୍ଚାୟତ ର ବିଦାପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁର୍ତ୍ତିବାସ ମଲ୍ଲିକ ସେ ଜଣେ ହେଣ୍ଡିକ୍ରାଫ୍ଟ ଲୋକ ତାଙ୍କର ଗୋଟିଏ ଆଖି ସ୍ୱତନ୍ତ୍ର ନଷ୍ଟ ହୋଇଥିବାବେଳେ ଭତ୍ତାରୁ ବଞ୍ଚିତ ଅଛନ୍ତି ସେ ରାସନ କାର୍ଡ ଅଛି ହେଲେ ସେହି ୫କିଲୋ ପାଉ ଥିବାର ଦେଖିବାକୁ ମିଳିଛି ଓ ତାହାର କହିବା କଥା ୯୯ ମସିହା ରେ ଆବାସ ଯୋଜନା ରେ ୨୦ ହଜାର ଟଙ୍କା ପାଇଥିଲେ ହେଲେ ସେତେ ବେଳର ସରପଞ୍ଚ ୫୦୦୦ ଟଙ୍କା ଚଳୁ କରି ଦେଇଥିବାର ଅଭିଯୋଗ ଆଣିଛନ୍ତି କୁର୍ତ୍ତିବାସ ମଲ୍ଲିକ ଓ ସେ ମଧ୍ୟ୍ୟ ପ୍ରକାଶ କରଛନ୍ତି ସେ ଜଣେ ଖଟିଖିଆ ଦିନମଜୁରିଆ ସବୁଦିନର ରୋଜରେ ତାଙ୍କ ତେଲ ଲୁଣ ସଂସାର ଚଳେ | ତାଙ୍କର ପ୍ରତିକ୍ରିୟା ପରେ ଭଞ୍ଜଦୂତ ରିପୋର୍ଟର ବ୍ଲକ ଅଧକ୍ଷ ଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିବା ବେଳେ ତାଙ୍କର କୌଣସି ପ୍ରତିକ୍ରିୟା ପାଇପାରିନଥିଲେ | କୁର୍ତ୍ତିବାସ ଙ୍କ କହିବା କଥା ୨୫ ବର୍ଷ ସରକାର ରେ ଯାହା ମୌଳିକ ସୁଭିଦା ରୁ ବଞ୍ଚିତ ଥିଲି ତାଙ୍କର ପୁରା ବିଶ୍ୱାସ ଭରୋସା ଅଛି ଯେ ଏହି ସରକାର ରୁ ସେହି ସୁବିଧା ପାଇପାରିବେ ବୋଲି ଆଶା ଏବଂ ଭରସା ।
