ସାରସକଣା/ଜାମଶଳା (ଅନିଲ କୁମାର ସାହୁ): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଗତ କାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣରେଖା କେନାଲରୁ ମଟର ସାଇକେଲ ସହିତ ବନ୍ଧା ହୋଇଥିବା ଯୁବକର ମୃତ୍ୟୁ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ।ସୂଚନା ମୁତାବକ ମୃତ ଯୁବକ ଶୀର୍ଷା ଗ୍ରାମପଞ୍ଚାୟତର ଶାଳବଣୀ ଗାଁର ରତିକାନ୍ତ ମହାନ୍ତ(ଟିକ)
