
କୋରାପୁଟ ପୋଲିସ ପଡ଼ିଆ ଠାରେ ସରକାରୀ ମହାବିଦ୍ୟାଳୟ ଡିଏ ଭିଶିକ୍ଷକ, ଟ୍ରେନିଂ କଲେଜର ବାଷିକ କ୍ରୀଡା ପ୍ରତିଯୋଗିତା ଆୟୋଜନ,,
କୋରାପୁଟ..ଜିଲ୍ଲା ପୋଲିସ ପଡାଆ ଠାରେ ଡୀଏ ଭି ସରକାରୀ ଶିକ୍ଷାନୁଷ୍ଠାନର ଟ୍ରେନିଂ କଲେଜରେ କ୍ରୀଡା ପ୍ରତିଯୋଗିତା ଆୟୋଜନ ମୁଖ୍ୟ, ଅତିଥିଭାବେ ଜିଲ୍ଲା ପୋଲିସ, ଏସପି ରୋହିତ ବର୍ମା ଯୋଗ ଦେଇ ଏହି ଖେଳରେ ଉଦଘାଟନ କରିଵା ସହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ,!,
ନିଆରା ଢଙ୍ଗ ରେ ସରକାରୀ ଡ଼ିଏ ଭିଶିକ୍ଷକ ଟ୍ରେନିଂ କଲେଜର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ଏଥିରେ ବିଦ୍ୟାଳୟ ପ୍ରିନ୍ସପାଲ ସମେତ ସମସ୍ତ କର୍ମଚାରୀ ଶିକ୍ଷକ ଶିକ୍ଷୟତ୍ରୀ ଜିଲ୍ଲାଶାରୀରିକ କ୍ରୀଡାଅଧିକାରୀ ଭୀମ ବେହେରା ଖେଳ ରେ ସାମିଲ ହୋଇଥିଲେ l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ, ଭଞ୍ଜ ଦୁତ୍ ନିୟୁଜ୍