ଗଜପତି (ଟିକି ଲିମା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା କ୍ରିଷ୍ଟିଆନ ସାହିରେ ସ୍ନେହଜିତ ଲିମା ଓ ତାଙ୍କ ସ୍ତ୍ରୀ ଏଲିସେବା ଲିମା ଙ୍କ ତିନିମାସ ର ପ୍ରଥମ ଶିଶୁ କଫ ଜୋର ହେବା ଜଗୁ ବାପା ମା ଶିଶୁ କୁ ନେଇ ଅବସର ପ୍ରାପ୍ତ ସରକାରୀ ଡ଼କ୍ଟର ପ୍ରଶାନ୍ତ ପାଢ଼ୀ ଙ୍କ କ୍ଲିନିକ କୁ ନେଲେ ଡ଼କ୍ଟର ଦେଖିଲା ପରେ ଜ୍ୱର କଫ ସହ ଇନଫେକ୍ସନ ହେଇଛି କହି ତିନି ଦିନ ସରକାରୀ ମେଡିକାଲ ରହିବାକୁ ପରମାର୍ଶ ଦେଲେ ନବଜାତ ଶିଶୁ ର ବାପା ମା ଶିଶୁ କୁ ନେଇ 4 ତାରିଖ 11.53 ସମୟରେ ମେଡିକାଲରେ ଶିଶୁ କୁ ଭର୍ତି କରିଲେ କିନ୍ତୁ କିଛି ସମୟ ରହିଲା ପରେ ପରେ ଡ଼କ୍ଟର କୌଣସି ଏକ ଇଞ୍ଜେକ୍ସନ ଦେଲେ ଇଞ୍ଜେକ୍ସନ ଶିଶୁ ନେଇ କିଛି ସମୟ ପରେ ଶିଶୁ ଟିଏ ବହୁତ ବାନ୍ତି କରିଲା ବାନ୍ତି କରିଲା ପରେ ନର୍ସ ମାନଙ୍କୁ ଡାକିବାରୁ ନର୍ସ ମାନେ ଆସିଲେ ନାହିଁ ତୁରନ୍ତ ଶିଶୁ ର ମା ଶିଶୁକୁ ନେଇ ଡ଼କ୍ଟର ପାଖକୁ ଗଲା ସେହି ସମୟରେ ଶିଶୁର ହାତ ଗଡ଼ ଟାଣ ହେଇକି ରହିଲା ବୋଲି ଶିଶୁ ର ମା ବାପା ଅଭିଯୋଗ କରିଛନ୍ତି ଡ଼କ୍ଟର ଦେଖିକି ପମ୍ପିଙ୍ଗ କରିଲା ପରେ କିଛି ଜାଣି ନ ପାରିବାରୁ ଆଉ ଇଞ୍ଜେକ୍ସନ ଦେଇ ତୁରନ୍ତ ସରକାରୀ ମେଡିକାଲ ଷ୍ଟାପ ନିଜେ ଆମ୍ବୁଲାନ୍ସ କୁ ଡାକିକୀ 4 ତାରିଖ ଅପରାହ୍ନ 3 ଘଣ୍ଟା ସମୟରେ ଶିଶୁ ଆଉ ତାର ମା ବାପାଙ୍କୁ ବ୍ରହ୍ମପୁର ସରକାରି ମେଡିକାଲ MKCG ତୁରନ୍ତ ଯିବାକୁ କହିଲେ ବୋଲି ନବଜାତ ଶିଶୁର ମା ବାପା ଅଭିଯୋଗ ଦେଇଛନ୍ତି. ବ୍ରହ୍ମପୁର ଯିବାକୁ ହେଲେ ଟଙ୍କା ର ଆବଶ୍ୟକ ପଡ଼େ ପରିବାର ଲୋକେ ଆସୁଛନ୍ତି କିଛି ସମୟ ଅପେକ୍ଷା କରିବା ଅନୁରୋଧ କରିବା ସ୍ୱତେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଷ୍ଟାପ ସେମାନଙ୍କୁ ବାଧ୍ୟ କରିଲେ MKCG ମେଡିକାଲ ବ୍ରହ୍ମପୁର ଯିବା ପାଇଁ କହିଲେ ପହଂଚିବା ପରେ ବ୍ରହ୍ମପୁର ମେଡିକାଲ ଡ଼କ୍ଟର 6.30 ମିନିଟ ରେ ଶିଶୁ ଟି କୁ ମୃତୁ ଘାସଣା କରିଲେ ଶିଶୁଟିର ମୃତୁ ହଇ ପ୍ରାୟ 2,3 ଘଣ୍ଟା ହେଲା ବୋଲି ଡ଼କ୍ଟର ପ୍ରକାଶ କରିଲେ ଶିଶୁର ବାପା ମା କହିବା ଅନୁଯାଇ ପାରଳାଖେମୁଣ୍ଡି ସରକାରୀ ମେଡିକାଲ ର ଡ଼କ୍ଟର ନର୍ସ ଷ୍ଟାପ ମାନଙ୍କ ଅବହେଳା ଜଗୁ ଆଜି ଆମ ଶିଶୁଟି ଜୀବନ ଗଲା ବୋଲି ଦୁଃଖ ପ୍ରକାଶ କରିଛନ୍ତି ଓ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ରେ ଶିଶୁର ମା ବାପା ନିଜର ଦୁଃଖ ପ୍ରକାଶ କରିଛନ୍ତି।
