ନୂଆପଡା (ମିଖାଏଲ ନନ୍ଦ)
ତା:୨୪.୦୭. ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ ଯୋଙ୍କ ପୋଲିସ କୁ ସଫଳତା, ଡକାୟତି ଦଳ କୁ ୨୪ ଘଣ୍ଟା ମଧ୍ୟରେ ଠାବ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇ ପିଷ୍ଟଲ ଏବଂ ଧାରୁଆ ଅସ୍ତ୍ର ଜବତ୍ କରିଛନ୍ତି। ଏହି ଘଟଣା ରେ ଗୋଟିଏ ବାଇକ୍ ଜବତ୍ କରିଥିବା ବେଳେ ଦୁଇ ଗୋଟି ମୋବାଇଲ୍ ନଗଦ ୧୬୦୦/- ଟଙ୍କା ଜବତ କରିଛନ୍ତି। ଜୋଙ୍କ ଥାନା କେଶ ନମ୍ୱର୍ ୧୫୬/୨୦୨୫ ରେ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଖରୀଆର ରୋଡ ପୋଲିସ ପକ୍ଷ ରୁ ପ୍ରକାଶ।
