ବାରିପଦା….. ସରକାର ସବୁ ବର୍ଷ ଭୀମଭେ!ଇ ଭିନ୍ନ କ୍ଷମ ମେଳା ବିଭିନ୍ନ ଜିଲ୍ଲା ରେ ବ୍ଲକ ସ୍ତରୀୟ ଅନୁଷ୍ଠିତ କରନ୍ତି ସେଥି ମଧ୍ୟ ରୂ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ରେ ନିର୍ଦ୍ଧାରିତ ତାରିଖ ରେ ଏହି ମେଳା ମଧ୍ୟ ଅନୁଷ୍ଠିତ ହେଉଅଛି ଏହି ମେଳା ପ୍ରଥମେ 16/11/26 ରାଇରଙ୍ଗପୁର ରେ ଆରମ୍ଭ ହେଇ 19/12/2026 ରେ ବିଜାତଳା ବ୍ଲକ ରେ ଶେଷ ହେଉଅଛି ଦେଖିବା କୁ ଗଲେ ଗୋଟିଏ ମାସ ଏହି ମେଳା ବିଭିନ୍ନ ବ୍ଲକ ରେ ଅନୁଷ୍ଠିତ ହେଉଅଛି
