*କଣ୍ଟାବାଞ୍ଜି ରେଳପଥ କାର୍ଯ୍ୟ ଯୋଗୁଁ ଆଜି ସଂଧ୍ୟା ୬ଟା ଯାଏଁ ଖଡ଼ିଆଳ ଉପଖଣ୍ଡରେ ବିଦ୍ୟୁତ୍ କାଟ୍: ସହକାରୀ ଯନ୍ତ୍ରୀଙ୍କ ସୂଚନା।*
ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଦ୍ୟୁତ୍ ଉପଖଣ୍ଡ ବିଭାଗ ପକ୍ଷ ରୁ ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ବ୍ୟାପକ ରହିଥିବା ବେଳେ ଖଡ଼ିଆଳ ୧୩୨ କେଭି ଗ୍ରିଡ୍ ରେ ବିଦ୍ୟୁତ୍ ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ନେଇ ସୂଚନା। କେସିଙ୍ଗା ରେଳପଥରେ ବିଦ୍ୟୁତ୍ କାର୍ଯ୍ୟ ଯୋଗୁଁ ଏହି ସମସ୍ୟା ଆଜି ସଂଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ହେବା ନେଇ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ହରିଶ ସୂଚନା ଦେଇଛନ୍ତି। ପର ପକ୍ଷେ ତିନି ଟିକିଆ ହାତୀପଲ ଖଡ଼ିଆଳ ବ୍ଲକ ଅତିକ୍ରମ କରି ବୋଡ଼େନ ବ୍ଲକ୍ ବାବେବିର ଥିବା ଯୋଗୁଁ ବନ୍ ବିଭାଗ ପକ୍ଷ ରୁ ସୂଚିତ ପରେ ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ ହେବା ଅନୁମାନ କରାଯାଉଛି। ଅତି ଶୀଘ୍ର ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହେବ ବୋଲି ସହକାରୀ ଯନ୍ତ୍ର ପ୍ରକାଶ କରିଛନ୍ତି।ବାବେବିର ଫିଡର୍ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଅଛି
