ଚାକିରୀ ଓ ଲୋନ କରିଦେବା ନାମରେ ମହାଦୁର୍ନୀତି ଚାଲିଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ କାହାକୁ ଲୋନ କରିଦେବା କହି ବ୍ୟାଙ୍କ ଅଫିସର ଓ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଚାମଚା ମାନଙ୍କର ଏକ ବିରାଟ ରକେଟ ରହିଛି ନିଶାଦ୍ରବ୍ୟ ରେ ବି ମଧ୍ୟ କିନ୍ତୁ ପୋଲିସ ଏଠା ନୀରବ ସାଜିଛି ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ରେ ମହାଦୁର୍ନୀତି ଚାଲିଛି ଏହାର ସମାଧାନ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ଜିଲ୍ଲା ପାଳ ନିକଟରେ mass Media ଜରିଆରେ
