ମୁଣ୍ଡାରୀ ଭାଷା ବିଭାଗ ଖୋଲିବା ପାଇଁ ଭାଷା ଆନ୍ଦୋଳନ
ଆଦ୍ୟ-ତା. ୦୭.୦୯.୨୦୨୬ ସୋମବାର ରଙ୍ଗାମାଟିଆ ବିର୍ସା ମୁର୍ଣ୍ଡା ମୃତ୍ତୀ ଓ ମୁଣ୍ଡାରୀ ଲିପିର ସ୍ରଷ୍ଟା ଅଲଗୁରୁ ପଣ୍ଡିତ ରହିଦାସ ସିଂ ନାଗ ପ୍ରତି ମୃତ୍ତୀରେ ମାଲ୍ୟା ଅର୍ପଣ କରି ଭାଷା ଆନ୍ଦୋଳନ ସୁଭ ଆରମ୍ଭ କରା ଯାଇଥିଲା ଓଡିଶା ମୁଣ୍ଡା ଛାତ୍ର ସଂଗଠନ (OMSA) ନେତୃତରେ କରିବା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କଲେଜ ଗୁଡିକରେ ମୁଣ୍ଡାରୀ ଭାଷା ବିଭାଗ ପାଠ୍ୟକ୍ରମ ପ୍ରଚଳନ କରିବା ସହ ବନଭୂମି କଲେଜ ଠାରେ ମଧ୍ୟ ଖୋଲିବାକୁ ଦାବି ରହିଥିଲା । ଛାତ୍ର ନେତା ମଙ୍ଗଲ ସିଂ, ସଭାପତିତ୍ୱରେ ପଦଯାତ୍ରରେ କଲେଜ ଛାତ୍ର ଛାତ୍ରୀ ସମା ସିଂ, ସତ୍ୟଜିତ ସିଂ, ବାବୁଲା ସିଂ, ଦଳବନ୍ଧୁ ସିଂ, ଚିନ୍ମୟ ସିଂ, ମୁଣ୍ଡାରୀ ସାଂସଙ୍କିର ସାୱାର ଗୁଟଗାମ ସଭାପତି ନିରଞ୍ଜନ ସିଂ, ଜଗେଶ୍ୱର ସିଂ, ମୋ ମୟୂରଭଞ୍ଜ ସଂଗଠନର ସଭାପତି ଧର୍ମପଦ ସିଂ, ଭାରତ ମୁଣ୍ଡା ସମାଜ ସଭାପତି ରବିନ୍ଦ୍ରନାଥ ସିଂ, ସମାଜ ସେବୀ କରମଜିତ ସିଂ, ମୁର୍ଣ୍ଡା ଶାସନ ଗୁଡଗାମ ମୋନରଞ୍ଜନ ସିଂ ଓ ଜଗନ୍ନାଥ ସିଂ, ରାମଚନ୍ଦ୍ର ସିଂ ଓ ଅନ୍ନପୂର୍ଣ୍ଣା ସିଂ ଧନ୍ୟବାଦ ଦେଇଥିଲେ ବନଭୂମି କଲେଜ ଅଧ୍ୟକ୍ଷ ହରିଷଚନ୍ଦ୍ର ମହାନ୍ତ ଖୁବ ଶିଘ୍ର କାର୍ଯ୍ୟକାରିତା ହେବାକୁ ଯାଉଛି ବୋଲି ପ୍ରତିଶୃତି ଦେଇଛନ୍ତି ।
