ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚଡ଼ା ଦରରେ ଭଡା ମରାଯାଉଥିବା ଅଭିଯୋଗ l
ନବରଙ୍ଗପୁର (ପରଦେଶୀ ଶଗରିଆ)ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପୋର୍ସୀନାଲ ଗାଡ଼ି ଗୁଡିକ ଚଡ଼ା ଦରରେ ଭଡ଼ା ମରାଯାଉଛି l ଯେଉ ଗାଡ଼ି ଗୁଡିକ ରେ ଭଡା ମରାଯାଉଛି ସେ ଗାଡ଼ି ଗୁଡିକ ଠାରେ ଭିମା ନାହିଁ ଏବଂ ସେ ଚାଲୋକ ପାଖରେ ଲାଇସେନ୍ସ ବି ନାହିଁ l ପ୍ରସୂତିକାଳୀନ ଏବଂ ଶିଶୁ ସ୍ୱlସ୍ଥ୍ୟ କେନ୍ଦ୍ର ରୁମ ଭିତରକୁ ଯିବା କୁ ପୋଛାଉ ନାହାନ୍ତି ଏହି ପୋର୍ସୀନାଲ ଗାଡ଼ି ଚାଲୋକ ଗୁଡିକ lତିନି ରୁ ଚାରିଗୋଟି ଆଲ୍ଟୋ ସହିତ କିଆଁ ଏବଂ ବୋଲେରୋ ଏକ୍ସସେଲ ଏହି ଗାଡ଼ି ଗୁଡିକ ସମ୍ପୂର୍ଣ୍ଣ ଘରେଇ ବ୍ୟବହାର ଗାଡ଼ି ଗୁଡିକ l ଏହି ଗାଡ଼ି ଗୁଡିକ ପାଇ କୋମରସିଆଲ ବା ଟ୍ୟାକ୍ସସି ପରମିଟ ଗାଡ଼ି ଆଉ ଓଟ ଚାଳକ କେମିତି ପରିବାର ପେଟ ପୋଷଣ ସହିତ ଗାଡ଼ିର EMI ଭରିବେ ଏବଂ ସରକାର ଙ୍କୁ ଟେକ୍ସ ପଇସା ବାନ୍ଦିବେ?
ନବରଙ୍ଗପୁର ପରିବହନ ବିଭାଗ ଆର,ଟି, ଓ, ଏବଂ ପୋଲିସ ପ୍ରଶାସନ ଙ୍କୁ ଅନୁରୋଧ କରାଯାଉଛି ଯେ ଏହି ଘଟଣା କୁ ଵିଲୋମ୍ବ ନୋ କରିକି ତୁରନ୍ତ ତୋଦନ୍ତ କରାଯାଉ ବୋଲି ଓଟ ଚାଳକୋ ସମେତ ଟ୍ୟାକ୍ସସି ପରମିଟ ଗାଡ଼ି ମାଲିକ ଅନୁରୋଧ କରିଛନ୍ତି ପରିବହନ ବିଭାଗ ଅଧିକାରୀ ନବରଙ୍ଗପୁର ଆର, ଟି, ଓ ଏବଂ ପୋଲିସ ପ୍ରଶାସନ ଙ୍କୁ l
