ଆଜି ୱାର୍ଡ ନଂ ୨୭ ଶ୍ରୀକୃଷ୍ଣ ମଣ୍ଡଳ ଯୁବମୋର୍ଚା ତରଫରୁ ବିଜୁପଟନାୟକ କଲେଜ ଠାରେ ମା ପାଇଁ ଗଛଟିଏ ଅନୁଷ୍ଠିତ ହେଲା ଏଥିରେ ଗୁରୁଦାୟିତ୍ୱ ନିଭାଇଥିଲେ ଶ୍ରୀକୃଷ୍ଣ ମଣ୍ଡଳ ଯୁବମୋର୍ଚା ର ସାଧାରଣ ସମ୍ପାଦକ Saroj Nayak ଓ ଏଥିରେ ଯୋଗ ଦେଇଥିଲେ ମଣ୍ଡଳ ସଭାପତି Swopnendu Mohanty ଓ ଉତ୍ତର ଭୁବନେଶ୍ୱର ର ନେତା ଶ୍ରୀ Priyadarshi Mishra କଲେଜ ର ଶିକ୍ଷକ ଗଣ ଏବଂ ମଣ୍ଡଳ ସମସ୍ତ କାର୍ଯ୍ୟକର୍ତା ଏଥିରେ ଉପସ୍ଥିତ ଥିଲେ,
ପରିବେଶର ସୁରକ୍ଷା ହେଉଛି ମାନବ ସମାଜର ସୁରକ୍ଷା। ବୃକ୍ଷରୋପଣ, ସ୍ୱଚ୍ଛତା ଏବଂ ପ୍ରକୃତି ପ୍ରତି ଦାୟିତ୍ୱବୋଧ ହିଁ ଆମକୁ ଏକ ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଦେଇପାରିବ, ମା ପାଇଁ ଗଛ ଟିଏ
ରିପୋର୍ଟ ଜୀବନ ଜ୍ୟୋତି ରଣା
