, ଗଞ୍ଜେଇ,ମାଫିଆ କାରଛାଡ଼ି,ଚମ୍ପଟ ମାଛକୁଣ୍ଡ ପୋଲିସ ବଡ଼ ସଫଳତା, lପୁଣି ମାଛକୁଣ୍ଡ ପୋଲିସ କୁ ସଫଳତା l ଆନ୍ଧ୍ର ପ୍ରଦେଶ ରୁ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ମାଛକୁଣ୍ଡ ପୋଲିସ ଏବଂ ଲମତାପୁଟ ପୋଲିସ ମାଛକୁଣ୍ଡ ଡ଼ି. ଡ୍ୟାମ ନିକଟରେ ନାକା ବନ୍ଦୀ କରିଥିଲେ l ଡ୍ୟାମ ଆରପାରିରୁ ଏକ ସ୍ବିଫ୍ଟ କାର ଦ୍ରୁତ ଗତିରେ ଆସିବା ଦେଖି ପୋଲିସ ଅଟକାଇବା Batch କାର ଡ୍ୟାମ ଉପରୁ ଛାଡି ନିକଟ ଜଙ୍ଗଲ ଭିତର କୁ ମାଫିଆ ଚମ୍ପଟ ମାରିଥିଲେ l କାର କୁ ଯାଞ୍ଚ କରିବାରୁ ୩ ଟି ବସ୍ଥାରେ ୭୨କେଜି ଗଂଜେଇ ବାହାରି ଥିଲା l ଏହିଗଂଜେଇ ର ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବାର ଅନୁମାନ କରିଥିବା ବେଳେ ପୋଲିସ କାରକୁ ଜବତ କରି କାରର ମାଲିକ କୁ ଧରିବା ପାଇଁ କାର ରେ ଲାଗିଥିବା ନମ୍ବର ଏବଂ ଇଂଜିନ, ଚେସିସ ନମ୍ବର କୋରାପୁଟ RTO ଙ୍କୁ ପଠେଇ ତଦନ୍ତ ଆରମ୍ଭ କରିଛି l ଏହି ଗଞ୍ଜେଇ ଆନ୍ଦ୍ର ରୁ କେଉଁ ରାଜ୍ୟ କୁଚୋରା ଚାଲାଣ ହେଉଥିଲା ଏବଂ କେଉଁ ମାଫିଆ ମାନେ ସମ୍ପୃକ୍ତ ଅଛନ୍ତି ମାଛକୁଣ୍ଡ ପୋଲିସ ତଦନ୍ତ ଆରମ୍ଭ କରିଛି କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
