ପାଣିମୋରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୮୦ତମସ୍ବାଧିନତା ଦିବସ ପାଳିତ ଗ୍ରାପ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ମହାସମାରୋହ ରେ ପାଳିତ ହୋଇଛି / ସରପଞ୍ଚ ଜଗନ୍ନାଥ ସାହୁ ପତାକା ଉତ୍ତଳୋନ କରିଥିଲେ /80ତମ ସ୍ବାଧିନତା ଦିବସ ପାଣିମୋରା ଗ୍ରାମ ପଞ୍ଚାୟତ ବାସୀଙ୍କୁ ଦେଶମାତୃକାର ଅଭିଭାଷଣ ଦେଇଥିଲେ / ସଡୋ ଗ୍ରାମର ଗୁପ୍ତେଶ୍ୱର ପ୍ରଧାନ,ପିତା – ହୃଷୀକେଶ ପ୍ରଧାନ, ମାତା – ପଙ୍କଜିନି ପ୍ରଧାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବଳମ୍ ରେ ପ୍ରାଥମିକ ଶିକ୍ଷା ଓ ବଲମ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ ପରେ ନେତାଜୀ ସୁବାସ ବୋଷ ଉଚ୍ଚ ବିଦ୍ୟାଳୟ,ଫୁଲକୁସୁମ୍ ରୁ 2025-26 ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାରେ ପଞ୍ଚାୟତ ସ୍ତରରେ ସର୍ବାଧିକ 482/600 ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଣିମୋରା ତରଫରୁ ପୁରସ୍କୃତ କରାଯାଇଥିଲା / ପ୍ରମୋଦକୁମାର ପ୍ରଧାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକତାଳବ ଙ୍କୁ ଗରିମା, ଫିଟ ଇଣ୍ଡିଆ,ଓଡ଼ିଆଶିକ୍ଷା ରତ୍ନ ରେ ପୁରସ୍କୃତ କରାଯାଇଥିଲା /ଲବଣୀଧର ଦାଶ,ADEO ଗଣେଶରାମ ନାଏକ, ହୋମିଓପାଥି ଡାକ୍ତର ଦଶମୀ ନାଏକ,ନେତାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶାନ୍ତ କୁମାର ପ୍ରଧାନ ଓ ବିଭିନ୍ନ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଓ ଜନସାଧାରଣ ଯୋଗଦେଇଥିଲେ /।
