ବାଲିଗୁଡା ସ୍ଥିତ ଶିକ୍ଷା ନିକେତନ ବିଧ୍ୟାଳୟରେ ବହୁ ଆଡମ୍ବର ଭାବେ ୮୦ ତମ ସ୍ୱାଧୀନତା ଦିବସ ପାଳନ ହୋଇ ଯାଇଅଛି।
ବାଲିଗୁଡା :(ନି, ପ୍ର ) ବାଲିଗୁଡା ସ୍ଥିତ ଶିକ୍ଷା ନିକେତନ ବିଧ୍ୟାଳୟ ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ପୋଲିସ ଅଧିକାରୀ ଶ୍ରୀ ଯୁଗଳ କିଶୋର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତଳୋନ କରିଥିଲେ। ବିଧ୍ୟାଳୟ ର ୩୦୦ ରୁ ଉର୍ଦ୍ଧ ଛାତ୍ର, ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଏହି କାଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ତାସହିତ ବିଧ୍ୟାଳୟ ର ସଭାପତି ଶ୍ରୀ ରାଜ କିଶୋର ପାଢ଼ୀ ସମସ୍ତ ବିଧ୍ୟାଳୟ ର ଛାତ୍ର, ଛାତ୍ର ଓ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ମିଷ୍ଟା୍ନ ସହିତ କିଛି ଜଳଖିଆ ର ଦେଇ ଥିଲେ।
