*ଖଡିଆଳ ମହିଳା କଲେଜରେ ଜାତୀୟ ସେବା ଯୋଜନା ପକ୍ଷରୁ ‘ନିଶାମୁକ୍ତ ୟୁବା ବିକଶିତ ଭାରତ’ ସଂକଳ୍ପ ଅଭିଯାନ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୨.୦୮
ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ ପରିସର ମଧ୍ୟରେ ଜାତୀୟ ସେବା ଯୋଜନା ମହିଳା ୟୁନିଟ ପକ୍ଷରୁ ନିଶାମୁକ୍ତ ୟୁବା ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଦେଶର ପ୍ରଧାନମନ୍ତ୍ରୀ ଯୁବା ଭାରତ ନିଶାମୁକ୍ତ ଦେଶର ଭବିଷ୍ୟତ ରୂପେ ବିଶ୍ୱ ଗୁରୁ ସଂକଳ୍ପ ସାଧିତ କରିବା ବୋଲି କାର୍ଯ୍ୟକର୍ମ ରେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ପ୍ରକାଶ କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବା ପାଢ଼ୀ ପଥ ଭ୍ରଷ୍ଟ ନ ହୋଇ ଦେଶର ଅମୃତ କାଳ ରେ ବିକଶିତ ଭାରତ ସଂକଳ୍ପ କୁ ସାଧିତ କରିବା ବୋଲି ପ୍ରକାଶ କରିଥିଲେ। ସଭାରେ ଜାତୀୟ ସେବା ଯୋଜନା ମହିଳା ୟୁନିଟ ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ, କଲେଜ ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ, ମହେଶ୍ୱତା ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ଲାଇବିରୀୟନ୍ ଲକ୍ଷ୍ମୀ ନାରାୟଣ ପଣ୍ଡା ମଞ୍ଚ ପରିଚାଲନା କରିଥିଲେ। ଦେଶର ଯୁବ ପଥ ଭ୍ରଷ୍ଟ ନ ହୋଇ ଭବିଷ୍ୟତ ଭାରତ ପାଇଁ ଲକ୍ଷ ରଖିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଆଜି ଆବସି ମୋଦି ଜୀଙ୍କ କାର୍ଯ୍ୟକ୍ରର୍ମ ରେ ଯୋଡ଼ି ହୋଇ ଦେଶ ଯୁବ ଗୋଷ୍ଠୀଙ୍କୁ ନିଶା ରେ ତାଙ୍କ ଦିଶା ପରିବର୍ତ୍ତନ କରୁଥିବା ଚକ୍ରାନ୍ତ ରୁ ନିଜେ ନରେନ୍ଦ୍ର ଭାଙ୍ଗିବାଆହ୍ୱାନ
