କରଞିଆ ପଞ୍ଚାୟତରେ ୰ ଅରୁଣ ଦେ ଙ୍କୁ ଶ୍ରଦ୍ଧାଞ୍ଜଳି:
ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ରାଜ୍ୟ ରାଜନୀତିରେ ଜଣେ ବେଶ ଚର୍ଚ୍ଚିତ ଚେହେରା ଥିଲେ ଅରୁଣ ଦେ। ତାଙ୍କର ଶ୍ରାଦ୍ଧ ଦିବସ ଅବସରରେ କରଞିଆ ପଞ୍ଚାୟତର ଗଙ୍ଗାଧର ମହାଳିକଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିବା ବେଳେ, ତାଙ୍କର ପ୍ରତିମୂର୍ତି ରେ ଶ୍ରଦ୍ଧାଞଳି ସୁମନ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ କରଞିଆ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିବା ଲକ୍ଷ୍ୟ କରାଯାଇଥିଲା।
