*ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ବିଜେପି ରେ ଯୋଗଦାନ ପରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ*
ନୂଆପଡା(ମିଖାଏଲ ନନ୍ଦ) ତା:୨୨.୦୭.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜୟ ଢୋଲକିଆ ଙ୍କୁ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ସାକ୍ଷାତ୍ କରି ବିକଶିତ ନୂଆପଡ଼ା ବିକଶିତ ଖଡ଼ିଆଳ ଉପରେ ଆଲୋଚନା କରିଥିଲେ। ଦଳର ସଙ୍ଗଠନକୁ ବିଷୟ ସହ ନିଜ ଅଞ୍ଚଳେ ବିକାଶ ଏବଂ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଆହ୍ୱାନ କରିଥିଲେ।
