ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଆମ୍ବ ମୁଣ୍ଡା ସରସ୍ଵତି ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ଆର, ଏସ, ଏସ ର ବରିଷ୍ଠ ସ୍ଵଂୟ ସେବକ ସଂଘର ଜିଲ୍ଲା କର୍ଯ୍ୟ କାରିଣୀ ସଦସ୍ୟ ବନ୍ଧୁ ମାୟାଧର ସାହୂଙ୍କର ଭୁବନେଶ୍ୱର ଅଗ୍ରୱାଲା ହସ୍ପିଟାଲ୍ ରେ ଚକ୍ଷୁ ଅସ୍ତ୍ର ପୋଚାର ହୋଇ ଥିବାର ଶୁଣି ତାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରି ଥିଲେ
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
