*ଆମ ଗଞ୍ଜାମ ସ୍ବଚ୍ଛ ଗଞ୍ଜାମ*
ଚିକିଟି,-ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ” ଆନୁକୁଲ୍ୟରେ ପ୍ରତି ମଙ୍ଗଳବାର ଦିନ ହେଉ ଥିବା କାର୍ଯ୍ୟକ୍ରମ ରେ ଆଜି ସୁନାପୁର ବେଳାଭୂମି ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଆଜି ର ଗ୍ରାମପଞ୍ଚାୟତ ସ୍ତରୀୟ ସଫେଇ କାର୍ଯ୍ୟକ୍ରମ ରେ ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗଦାନ କରି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ। ବେଳାଭୂମି ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଆମେ ସମେସ୍ତେ ଏହାର ଦାୟିତ୍ୱ୍ୱ ନେବା ସହ ସବୁବେଳେ ସ୍ୱଛତା ଉପରେ ଧ୍ୟାନ ଦେବା ଉଚିତ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ କହିଥିଲେ।
