ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଦୁଇ ଗୁରୁତର
ଗଜପତି (ଟିକି ଲିମା)
ମୃତ୍ୟୁ କେତେବେଳେ ଓ କେଉଁ ରୂପରେ ଆସି କାହାର ଅମୁଲ୍ୟ ଜୀବନ ନେଇଯିବ ସେ କଥା ମଧ୍ୟ ଜାଣିନାହାନ୍ତି ଏମିତି ଏକ ଘଟଣା ଯାହାକି ଗଜପତି ନିଲ୍ହା ମୋହନା ଥାନା ଅଧିନସ୍ଥ ହିକିରି କୁପା ବୁଲାଣିରେ ଦୁଇ ବାଇକ ମୁହାଁ ମୁହଁ ଧକ୍କା ଫଳରେ ଜଣକ ମୃତ୍ୟୁ ବରଣ କରିଛନ୍ତିସେ ହେଉଛନ୍ତି ବାନ୍ଧଗୁଡା ବିଭୁତି ନାୟକ ବୟସ ପ୍ରାୟ 35ବର୍ଷ ଓ ଅନ୍ୟ ଶଙ୍କଟାପନ ଥିବା ଦୁଇ ବ୍ୟକ୍ତି ଲୁଡ଼ୁରୁ ଗ୍ରାମର ଏମାନଂକୁ ଅଧିକ ଚିକତ୍ସା ପାଇଁ ବ୍ରହ୍ମହପୁର mkcg ସ୍ଥାନାନ୍ତର କରାଗଲା ଘଟଣାଟି ଗାଡି ଦ୍ରୁତ ଚାଳନା ପାଇଁ ଘଟିଥିବା ଜଣା ପଡିଛି ଏବଂ ହେଲମେଟ ନଥିବା ଯଗୁ ଆଜି ମୃତ୍ୟୁ ବରଣ କରିଥିବା ଚର୍ଚାରେ ବିଷୟ ପାଲଟିଛି।
