ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ,ଏସ,ଏମ,ଇ, କାର୍ଯ୍ୟକ୍ରମ-୨୦୨୬,ଅନୁଷ୍ଠିତ।
ଆଭାସ ମାଧ୍ୟସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ର ସିଧାପ୍ରସାରଣଦେଖି ଜିଲ୍ଲାବାସୀ।
ବରଗଡ
୨୭/୦୬/(ନି ପ୍ର )
ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତ ଅବସର ରେ ଅଣୁ ,କ୍ଷୁନ୍ଦ୍ର ଓମଧ୍ୟମ ଉଦ୍ୟେଗୀବାଭାଗ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟାମୀ ଓଡିଶା ଏମ,ଏସ,ଏମ,ଇକାର୍ଯ୍ୟ କ୍ରମ-୨୦୨୬,ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ବରଗଡ(ଗୋରୁମାର୍କେଟ)ପରିସର ରେ ଜିଲ୍ଲାସ୍ତରୀୟ ଉଦ୍ୟାମୀ ଓଡିଶା ଏମ ଏସ ଏମ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ।
ବିକାଶର ଧାରା,ଓଡ଼ିଶା ସାର ନାରକୁ ସାମ୍ନାରେ ରଖି ଆୟୋଜିତିଏହି କାର୍ଯ୍ୟ କ୍ରମରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତପ୍ରଦୀପ ପୋରୋହିତ ଙ୍କ ସମେତଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ ଅତିରିକ୍ତିଜିଲ୍ଲାପାଳଶ୍ରୀମତୀମଧୁଛନ୍ଧାସାହୁ ଜିଲ୍ଲାଶିଳ୍ପ କେନ୍ଦ୍ର ରସାଧାରଣପରିଚାଳିକା କୁମାରୀ ସୁଷମା କରଳୀ ସହକାରୀ ଶିଳ୍ପ ଅଧିକାରୀ ଶ୍ରୀଯୁକ୍ତଞାନନ୍ଦ୍ରେ କୁମାର ବେହେରା ସଭାରେ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମ କୁ ମାନ୍ୟବର ଲୋକସଭାସାଦ ପ୍ରଦୀପ ପୋରିହିତଙ୍କ କରକମଳରେଅଣୁକ୍ଷନ୍ଦ୍ର ଉଦ୍ୟମୀ ଓଡ଼ିଶା ଏମ ଏସ ଏମ ଇର କାର୍ଯ୍ୟ କ୍ରମକୁ ଉଦ୍ ଘାଟନକରୀଥିଲେ। ବିଭିନ୍ନ ଶିଳ୍ପ କେନ୍ଦ୍ର ସଂସ୍ଥା ମାନଙ୍କ ନେଇ ୨୦ଗୋଟି ଷ୍ଟଲଖୋଲାଯାଇଛିସେହି ଷ୍ଟଲକୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ସହିତ ପରିଦଶନକରୀଥିଲେ।ମୁଖ୍ୟ ଅତିଥିସମେତପ୍ରଦୀପପ୍ରଜ୍ଜଳନ କରୀସଭାଆରମ୍ଭ ହୋଇଥିଲା।
ଶ୍ରୀ ଯୁକ୍ତ ପ୍ରଦୀପ ପୋରୋହିତ ସଭାକୁ ସମ୍ବର୍ଦ୍ଦିତ କରୀଥିଲେ ଓଡ଼ିଶା ସରକାରଙ୍କ ଅଣୁ କ୍ଷୁନ୍ଦ୍ର ଓମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରୀଥିଲେ,ସେହି ପରୀ ଭଟଲି ବିଧାୟକ ମହୋଦୟ ତାଙ୍କ ବକ୍ତବ୍ୟରେ ଉପସ୍ଥିତ ଛାତ୍ର/ଛାତ୍ରୀମାନଙ୍କୁ ଏମ ଏସ ଏମ ଇ ର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରୀଥିଲେ।ଅପରାହ୍ନ ୩.ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଆଭାସ ମାଧ୍ୟମରେ ଜନସାଧାରଣଙ୍କୁ ଉଦବୋଧନ ଦେଲେ।ସଭା କୁ ପରିଚାଳନା ଶ୍ରୀମତୀ ସଙ୍ଗୀତା ପଣ୍ଡା ପରିଚାଳନା କରୀଥିଲେ।
ପରୀଶେଷ ରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରପରୀଚାଳିକା କୁମାରୀ ସୁଷମା କରାଳୀଏମ ଏସ ଏମ ବିଭାଗ,ଓଡିଶାସରକାରଙ୍କ ବିଭିନ୍ନ ଯୋଜନା ସମ୍ବଦ୍ଦ ଆଲୋକପାତ କରୀଥିଲେଶେଷରେ ସଭାରେ ଉପସ୍ଥିତ ଥିବାଜନସାଧାରଣଙ୍କୁ ଓ କାର୍ଯ୍ୟାଳୟର ସମସ୍ତକମଚାରୀ ମାନେ ସହଯୋଗଟରୀଥିବାରୁ ସେମାନଙ୍କୁମଧ୍ୟଧନ୍ୟବାଦ ଦେଇଥିଲେ।ଶେଷ ସଭାଶେଘୋଷଣାକରୀଥିଲେ।
ଓ ସନ୍ଧ୍ୟା ସମୟରେ ବିଭିନ୍ନ ଅନୁଷ୍ଠାନ /ସ୍କୁଲରଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାସ୍କୃତିକାର୍ଯ୍ୟ କ୍ରମ ପରିବେଷଣ କରୀଥିଲେ।
