ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀ ଙ୍କ ଠାରୁ ମିଳିଥିବା ସୂଚନା ଆଧାର ରେ କୋରାପୁଟ ପୋଲିସ କୁ ବଡ଼ ସଫଳତା ମିଳିଛି,, କୋରାପୁଟ ଜିଲ୍ଲା ବୈପାରି ଗୁଡା ଥାନା ଅଧୀନ ବଡ଼ଲିପାହାଡ ଗଞ୍ଜଜଙ୍ଗଲ ମାଓବାଦୀ ଙ୍କ ବିସ୍ପୋରକ ଅସ୍ତ୍ରଶସ୍ତ୍ର ଠାବ କରାଯାଇଛି କୋରାପୁଟ ମୁଖ୍ୟାଲୟ ସୂଚନା ଦେଲେ ଏସପି ରୋହିତ ବର୍ମା ଅନେକ ଅସ୍ତ୍ରଶସ୍ତ୍ର,ଠାବ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
