*ବମ୍ୱେଛକ,(ନି ପ୍ର) ଝାରପୋଖରୀଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୂଆନି ଗ୍ରାମର ରବି ନାରାୟଣ ଦେ ଙ୍କର ସାନ ପୁଅ ବିଶ୍ୱଜିତ୍ ଦେ ଦେବସ୍ନାନ ପୂର୍ଣ୍ଣିମା ପର ଦିନ ଗତ ଗୁରୁବାର ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ଦିବା ୩ଟା ବେଳେ ସର୍ଗ ଦୁଆର ନିକଟ ସମୁଦ୍ରକୁ ସାଙ୍ଗମାନଙ୍କ ସହିତ ଗାଧେଇବା ପାଇଁ ଯାଇ ଥିଲେ ଏବଂ ଜୁଆର ପାଣି ର ସ୍ରତୋ ପଡି ନିଖୋଜ ହେଇ ଯାଇଥିଲେ, କଷ୍ଟ ଗାର୍ଡ ଓ ଅଗ୍ନିଶ୍ରମ ବିଭାଗ ବହୁତ ଖଜାଖଜି କରି ସୁଦ୍ଧା ପାଇ ନଥିଲେ,ଆଜି ସକାଳେ ସମୁଦ୍ର କୂଳ ରେ ପାଇ ପରିବାର ବର୍ଗ ଙ୍କୁ ତାଙ୍କର ମୃତ ଶରୀର ହସ୍ତାନ୍ତର କରିଛନ୍ତି, ଖବର ରୁ ପ୍ରକାଶ ଯେ ତାଙ୍କ ମୃତ ଶରୀର କୁ ପୁରୀ ସରଗ ଦୁଆର ରେ ଶେଷକୃତ୍ୟ ସଂପନ୍ନ କରା ଯାଇଛି , ବମ୍ବେଛକ ରୁ ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ, ଭଞ୍ଜଦୂତ
