ରେଢ଼ାଖୋଲ ଏନ ଏ ସି ପକ୍ଷ ରୁ ବିଶ୍ୱ ପରିବେଶ ଦିବସ ପାଳିତ -ସମ୍ବଲପୁର ରେଢ଼ାଖୋଲ ୮/୬(ଭଂଜଦୂତ )ରେଢ଼ାଖୋଲ ଏ ନ ଏ ସି ପକ୍ଷ ରୂ ସୋମବାର ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି /ଭୀମ ଭୋଇ କଲେଜ ନିକଟରେ ହାଟ ପଦା ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି /ଏଥିରେ ଏ ନେ ସି ଅଧ୍ୟକ୍ଷ ଶିବରାମ ସାହୁ, ଉପାଧ୍ୟାକ୍ଷା ଅନୁସୟା ପ୍ରଧାନ, ନିର୍ବାହୀ ଅଧିକାରୀ ରଞ୍ଜନ ମାର୍ଥା, ବରିଷ୍ଠ ନାଗରିକ କମିଟି, ଅବସର ପ୍ରାପ୍ତ କର୍ମଚାରୀ ଓ ସମସ୍ତ କାଉନସିଲର ଏ ନେ ସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ /
