ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଭୁବନେଶ୍ଵରୀ ସ୍ଥିତ ପାଲ ଭିଡା ଶ୍ରମିକ ମାନଙ୍କ ଉଡେଇ ନେଇ ଥିବା ଚାଳ ଘରଟି ଗତ କାଲି ନୂତନ ନିର୍ମାଣ ହୋଇ ଯାଇଛି । ଆଜି ଗୃହ ପ୍ରତିଷ୍ଠା ହେବା ସହିତ ପ୍ରଭୁ ବିର ହନୁମାନଙ୍କର ଫୋଟ ମୂର୍ତ୍ତୀକୁ ପୂଜା କରି ଥିଲେ । ପୂଜା ଶେଷରେ ପ୍ରାସାଦ ସେବନ କରିଥିବା ।ବେଳେ ପୂଜାର ଆୟୋଜକ ସୌଭାଗ୍ୟ ନାୟକ , ପ୍ରଶାନ୍ତ ଗୋଚ୍ଛାୟତ, ପଙ୍କଜ ଲୋଚନ ନାୟକ , ମାୟାଧର ସେଠିଙ୍କ ତତ୍ତ୍ୱବଧାନରେ କାର୍ଯ୍ୟ ସମ୍ପର୍ନ୍ନ ପାରେ ନିଜ ନିଜର କ୍ରମରେ ଗଲେ ତାଳଚେର ବ୍ଲକରୁ କୃତ୍ତି ବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
