ଭୁବନେଶ୍ବରରେ ଜୟଦେବ ବିହାର କାଳବୈଶାଖୀ ତାଣ୍ଡବ । କ୍ଷଣିକେ ଉଡ଼ାଇଲା, ପ୍ରବଳ ବର୍ଷିଲା। କୁଆପଥର ବର୍ଷା ସହ ପବନ ହୋଇଛି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଆଉ କେତେକ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ଭାଙ୍ଗି ପଡ଼ିଛି ରିପୋର୍ଟ ଜୀବନ ଜ୍ୟୋତି ରଣା ଭୁବନେଶ୍ୱର