*ନୂଆପଡ଼ା ଜିଲ୍ଲା ସଦର ବ୍ଲକ ତନୱାଟ ଗ୍ରାମ୍ ଠାରେ ଏକ କେନ୍ଦୁପତ୍ର ବୋଝେଇ ଟ୍ରାକ୍ଟର ପୋଡ଼ି ପାଉଁଶ, ଲକ୍ଷାଧିକ ଟଙ୍କା କେନ୍ଦୁ ପତ୍ର ନଷ୍ଟ, କେନ୍ଦୁପତ୍ର ପୋଡିବା କାରଣ ଅସ୍ପଷ୍ଟ,*
ନୂଆପଡା(ମିଖାଏଲ ନନ୍ଦ)
ତ:୦୪.୦୫.
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ତନୱାଟ ଗ୍ରାମ୍ ଠାରେ ଏକ କେନ୍ଦୁପତ୍ର ବୋଝେଇ ଟ୍ରାକ୍ଟର ପୋଡ଼ି ପାଉଁଶ, ଲକ୍ଷାଧିକ ଟଙ୍କା କେନ୍ଦୁ ପତ୍ର ନଷ୍ଟ, କେନ୍ଦୁପତ୍ର ପୋଡିବା କାରଣ ଅସ୍ପଷ୍ଟ। କେନ୍ଦୁପତ୍ର ବୋଝେଇ ଟ୍ରାକ୍ଟର ତାନୱାଟ ଗ୍ରାମ ମଝିରେ ପହଞ୍ଚିବା ପରେ କେନ୍ଦୁପତ୍ର ରେ ଅଚାନକ ନିଆଁ ଲାଗିଥିଲା। ସବୁ ପତ୍ର ହୁ ହୁ ହୋଇ ଜଳି ଉଠିଥିଲା। କାହାକୁ କିଛି କରିବାକୁ ମୌଜା ମିଳିନଥିଲା। ଘଟଣା ସ୍ତହଲ ରେ ଦମକଳ ବାହିନୀ ପହଞ୍ଚି ଅଗ୍ନି ଉପରେ ଆୟତ୍ତ ପାଇଥିବା ବେଳେ ସବୁ କେନ୍ଦୁ ପତ୍ର ପାଉଁଶ ହୋଇଯାଇଛି।
