ମା ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ଦଶ ଲକ୍ଷ୍ୟ ଛାୟାଳିଶ ହାଜର ଟଙ୍କା
ତାଳଚେର:୧୦/୦୪/୨୬ (କୃତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଗୋପାଳ ପ୍ରାସାଦସ୍ଥିତ ପିଠ ପରୀସରରେ ଥିବା ସମସ୍ତ ହୁଣ୍ଡି ଗୁଡ଼ିକ ଗୁରୁବାର ଦିନ ଖୋଲା ଯାଇଥିଲା ।ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର କୁମାର ଶତପଥୀ ଟ୍ରଷ୍ଟ ସଦସ୍ୟ ରାଜେନ୍ଦ୍ର କୁମାର ସିଂ,ମୂରଲୀଧର ସାହୁ, ଅରୁଣ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ, ଗଗନବିହାରୀ ସାହୁ, ବରିଷ୍ଟ ରାଜସ୍ବ ସହାୟକ ଶ୍ରୀ ଧାଲେଶ୍ୱର ବେହେରାଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡି ଗୁଡ଼ିକ ଖୋଲା ଯାଇଥିଲା ।ଏଥିରୁ ମୋଟ ଦଶ ଲକ୍ଷ୍ୟ ଛୟାଳିଶ ହଜାର ନଅ ଶହ ଦଶ ଟଙ୍କା (୧୦,୪୬୯୧୦) ସଂଗୃହିତ ହୋଇଥିଲା ।କନେଷ୍ଟବଳ କରୁଣାକର ମହାପାତ୍ର, ବିଭୂତିଭୂଷଣ ସାମଲ, ସୁଶାନ୍ତ କୁମାର ସାହୁ ବିକାଶରଞ୍ଜନ ପ୍ରଧାନ, ମାନସ ରଞ୍ଜନ ସାହୁ, ସଚିନ କୁମାର ସାହୁ ନାବି ସାମଲ, କୃଷ୍ଣଚନ୍ଦ୍ର ସାହୁ, ପ୍ରତାପବେହେରା, ସୌମ୍ୟ ରଂଜନ ମହାନ୍ତି, ମିଥୁନ ବେହେରା, ଦୀପକ ଦାସ, ମୋନରଞ୍ଜନସ୍ୱାଇ, ସନ୍ତଶ କୁମାର ସ୍ବାଇଁ, ରାଜେନ୍ଦ୍ର କୁମାର ସାମଲ, ବାଉରୀବନ୍ଧୁ ସାମଲ, ବାପି ସାହୁ,ଶ୍ରୀନିବାସ ଅମନ୍ତ୍,ପ୍ରାସାଦ କୁମାର ଶତପଥୀ, ରଜନୀକାନ୍ତ ପ୍ରଧାନ, ସମ୍ବିତ କୁମାର ସାହୁ,ତାରାକାନ୍ତ ସାହୁ, ପିସୁର୍ଯ୍ୟ
କାନ୍ତ , ନରେନ୍ଦ୍ର ରାଓ, ପୂପିନ୍ଦ୍ର ପ୍ରଧାନ, ଚିନ୍ମୟ ସାହୁ,ପ୍ରମୁଖ ଉପସ୍ଥିତ ରହି ସହ ଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ମା ହିଙ୍ଗୁଳାଙ୍କ ଯାତ୍ରାର ଅବ୍ୟାହତି ପୁର୍ବରୁ ସମସ୍ତ ହୁଣ୍ଡି ଖୋଲା ଯାଇ ଏଗାର ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସଂଗୃହ କରାଯାଇଥିଲା ।
