କୂଅରେ ପଡି ଯୁବକ ମୃତ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଢେଙ୍କାନାଳ ଗନ୍ଦିଆ ବ୍ଲକ ପୋରୁହଖୋଜ ପଞ୍ଚାୟତ ଗ୍ରାମ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରିକ କାର୍ଯ୍ୟଳୟ ପରିସରରେ ଏକ କୂଅରୁ ଯୁବକର ମୃତଦେହ ଉଦ୍ଧାର କରାଯାଇଛି l ମୃତକ ଯୁବକ ଜଣକ ହେଲେ ଗନ୍ଦିଆ ପାଟଣା ସାହିର ଦୀପକ ସାହୁ ବୟସ 33ବର୍ଷ l ଯୁବକର ମୃତ ପକୃତ ସତ୍ୟାସତ୍ୟ ପୋଷ୍ଟମଟମ ରିପୋର୍ଟ ବାହାରିଲାପରେ ଜଣାପଡିବ, ଦୁଇଦିନ ପୂର୍ବରୁ ଯୁବକ ନିଖୋଜ ଥିଲେ l
