କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର
, ବେକରେ ରଶି ଲଗାଇ ଯୁବକ ଙ୍କ ଆତ୍ମହତ୍ୟା ପୋଲିସ ର ତଦନ୍ତ ଜାରି। Anchor, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମରା ଗ୍ରାମ ପଞ୍ଚାୟତ ବୋବରିଆ ଗ୍ରାମରେ ଆଜି ସକାଳୁ ଜଣେ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଘର ଭିତରେ ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଶବ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ବୋବରିଆ ଗ୍ରାମର ଲୋଚନ ମାଝୀ (୪୮) ମୃତ ଦେହ ନିଜ ଘରେ ଝୁଲୁଥିବା ପରିବାର ଲୋକେ ସକାଳୁ ଦେଖି ପୋଲିସକୁ ଜଣାଇଥିଲେ ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡିକାଲ କୁ ପଠାଇ ଥିଲେ। ପ୍ରଥମିକ ତଦନ୍ତରୁ ମାନସିକ ଭାରସାମ୍ୟ ତଦନ୍ତ ମାନସିକ ଭାରସାମ୍ୟ ହରାଇ ଯୁବକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଡଃ ମୋହନ ସୂଚନା ଦେଇଛନ୍ତି।ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତନ କରାଯାଇଛି।
