*ଖଡିଆଳ ବନ୍ ଖଣ୍ଡ ବିଭାଗ କାର୍ଯ୍ୟରତ ବନ ଅଧିକାରୀ ସୁଦାମ କୁମାର ବାଗ, ରାଜ୍ୟସ୍ତରୀୟ ବନ୍ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ* ନୂଆପଡା(ମିଖାଏଲ ନନ୍ଦ)
ତା:୨୨.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ଖଡିଆଳ ବନ ଅଧିକାରୀ ସୁଦାମ କୁମାର ବାଗ ରାଜ୍ୟ ସ୍ତରୀୟ ବନ୍ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କ ବିଭାଗ ରେ ଅନେକ ଜନ ସଚେତନ କରିବା ସହ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଜ୍ୟ ବନ୍ ପୁରସ୍କାର ପାଇବେ। ବିଭିନ୍ନ ମହଲ ରୁ ଶୁଭେଚ୍ଛା ବାର୍ତ୍ତା ଦେଇଥିବା ବିଲ୍ ତାଙ୍କ ପାଇଁ ନିଶ୍ଚିତ ଖୁସି ଖବର ହୋଇଥିବା ବେଳେ ଆଗକୁ କାମ କରିବାକୁ ଉତ୍ସାହ ପ୍ରଦାନ କରିଥାଏ ବୋଲି ପ୍ରକାଶ କରିଥିଲେ।ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।k
