କଟକ ର ହାଇକୋଟ ପାର୍କ ନିକଟରେ ଶିବସେନା ଦଳୀୟ ସଂଗଠନର
କଟକ ଜିଲ୍ଲା ସଭାପତି ୱାଇ ନରେଶ ଙ୍କ ନେତୃତ୍ୱ ରେ ପ୍ରଥମ କାଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ପଦ ପଦବୀ ସଦସ୍ୟ ମାନଂକୁ ପ୍ରଦାନ କରାଯାଇଛି.ଯାହା ଖୁବ ତ୍ଵ ରାନ୍ୱିତ ଦିଗରେ ରେ ସଦସ୍ୟତା ଅଭୁତ ପୂର୍ବ ବଢ଼ି ବାରେ ଲାଗିଛି କୁବ କମ ସମୟ କମ ଦିନରେ ସ୍ୱତ ପୃତ ସଂଗଠନ ରେ ସାମିଲ ହୋଇ ଛନ୍ତି. ଯାହାକଟକ ସଭାପତି ୱାଇ ନରେଶ ଙ୍କୁ ଆମ୍ଭିତ କରିଛି ଯାହା ଆଶା ନୁପାତ ଠୁ ପ୍ରଥମ ଦିନରେ ଏତେ ପରିମାଣରେ ସଭା ପୂର୍ବରୁ ଉପସ୍ଥିତ. ରହି ଥିଲେ. ଏଥି ସହ ବହୁ ଆନନ୍ଦ ରେ କୋଳାଗ୍ରତ କରିଥିଲେ.ଆଗାମୀ ଦିନରେ ଖୁବ ଶ୍ରୀଘ୍ର ଶହରାଧିକ ସଦସ୍ୟଙ୍କ ଜମାଉଡ଼ା ବଢିବ. ଏହା ସଂଗଠନ ପାଇଁ ଶୁଭ ସଂକେତ ଯାହା ଆଜି ତାଙ୍କର ଉଦବୋଧନରେ ସମସ୍ତ ସଦସ୍ୟଙ୍କ. ଉପସ୍ଥିତି ରେ ମନୋବଳ କୁ ଜାହିର କରିଛନ୍ତି.
