(କଳାହାଣ୍ଡି.ରମେଶ ଅଗ୍ରୱାଲ.) ଆଦ୍ୟ ତା ୧୨/୦୨/୨୦୨୬ ରିଖ ସନ୍ଧ୍ୟା ସମୟରେ AUPTF ର ରାଜ୍ୟ ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ବିଭିନ୍ନ ବ୍ଲକର କର୍ମକର୍ତ୍ତା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓଡ଼ିଶା ଶ୍ରୀ ବାଳମୁକୁନ୍ଦ ଭୁଇଁଆଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ଓ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଯଥା JTS, NPS, OPS ଏବଂ Ex -cadre ଙ୍କ ସମ୍ପର୍କରେ ଅବଗତ କରାଇ ଆଲୋଚନା କରିଥିଲେ । ନିର୍ଦ୍ଦେଶକ ବିଭିନ୍ନ ଦାବିକୁ ଗ୍ରହଣ କରି ସକାରାତ୍ମକ ମନୋଭାବ ପ୍ରକାଶ ଥିଲେ ।
